ଛାତ୍ରମାନେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ଜଣାପଡ଼ିବା ପରେ ଶୋପିଆଁର ଧାର୍ମିକ ସ୍କୁଲ୍‌ ଉପରେ ତଦନ୍ତ ଏଜେନ୍ସିଙ୍କ ନଜର

ଶୋପିଆଁ: ୧୩ଜଣ ଛାତ୍ର ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଥିବା କଥା ଜଣାପଡ଼ିବା ପରେ ଦକ୍ଷିଣ କଶ୍ମୀରର ଶୋପିଆଁ ଜିଲ୍ଲାରେ ଥିବା ଏକ ଧାର୍ମିକ ସ୍କୁଲ୍‌ ଉପରେ ତଦନ୍ତ ଏଜେନ୍‌ସିମାନଙ୍କ ନଜର ପଡ଼ିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ୨୦୧୯ ଫେବୃଆରୀରେ ହୋଇଥିବା ପୁଲ୍‌ୱାମା ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ସାଜାଦ ଭଟ ମଧ୍ୟ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଛାତ୍ର। ସେ ସ୍କୁଲ୍‌ର ଛାତ୍ରମାନେ ବିଶେଷତଃ, ଦକ୍ଷିଣ କଶ୍ମୀରର କୁଲଗାମ୍, ପୁଲ୍‌ୱାମା ଏବଂ ଅନନ୍ତନାଗ … Continue reading ଛାତ୍ରମାନେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ଜଣାପଡ଼ିବା ପରେ ଶୋପିଆଁର ଧାର୍ମିକ ସ୍କୁଲ୍‌ ଉପରେ ତଦନ୍ତ ଏଜେନ୍ସିଙ୍କ ନଜର